Jain Darshan - Acharya Mahapragyan - Libros - BLACK EAGLE BOOKS - 9781645602071 - 17 de agosto de 2021
En caso de que portada y título no coincidan, el título será el correcto

Jain Darshan

Precio
$ 34,49
sin IVA

Pedido desde almacén remoto

Entrega prevista 11 - 30 de jun.
Añadir a tu lista de deseos de iMusic

ଆଚାରà­à¬¯à­à­Ÿ ମହାପà­à¬°à¬œà­à¬ž ଆଠ ଦଶନà­à¬§à¬¿à¬° ସà­à¬¦à­€à¬°à­à¬˜ ସଂଯମ ସାଧନାରେ ନିମଗà­à¬¨ ଥାଇ ଅନେକ ଗà­à­œà¬¿à¬ ସୂକà­à¬·à­à¬® ରହସà­à­Ÿà¬° ଅନାବରଣ କରିଯାଇଛି । ତାଙà­à¬• ଜୀବନର à¬à¬• ସମାଧାୟକ ସୂତà­à¬° ହେଉଛି- 'ରହୋ ଭୀତର, ଜୀଓ ବାହର ।' ଜୀବନର ନବମ ଦଶକ ସଂପନà­à¬¨ ହେବାକୠଯାଉଥାà¬, ଦଶମ ଦଶକରେ ପà­à¬°à¬¬à­‡à¬¶à¬° ପà­à¬°à¬¸à­à¬¤à­à¬¤à¬¿ ଚାଲିଥାଠ। à¬à¬¹à¬¿ ମହାରà­à¬˜ ମà­à¬¹à­‚ରà­à¬¤à­à¬¤à¬° ଅଭିନନà­à¬¦à¬¨ ପାଇଠସମାଜ ବିବିଧ ସà­à­±à¬ªà­à¬¨ ଦେଖà­à¬¥à¬¾à¬ । କିନà­à¬¤à­ ନିୟତି ସାମାଜà­à­Ÿà¬°à­‡ à¬à¬• ଭିନà­à¬¨ ନିୟତି ନିରà­à¬¦à­à¬§à¬¾à¬°à¬¿à¬¤ ହୋଇ ସାରିଥାଠ। ଅକସà­à¬®à¬¾à¬¤ à­¯ ମେ ୨୦୦୯ ଦିନ ପà­à¬°à¬–ର ଦà­à­±à¬¿à¬ªà¬¹à¬°à¬°à­‡ ସେ ସଂସାରରୠପà­à¬°à­Ÿà¬¾à¬£ କରିଦେଲେ । ତାଙà­à¬• ଭୌତିକ ଶରୀର ହଜିଗଲା, ରହିଗଲା ଜà­à¬žà¬¾à¬¨ ଶରୀର, ଯଶଃ ଶରୀର ଓ ଅନà­à¬­à¬¬ ଶରୀର । ସେ ଆମ ସକାଶେ à¬à¬• ସମୃଦà­à¬§ ବୈଚାରିକ à¬à¬¤à¬¿à¬¹à­à­Ÿ ଛାଡ଼ି ଦେଇ ଯାଇଛନà­à¬¤à¬¿ । ଆଗାମୀ ଶତାବà­à¬¦à­€ ଗà­à­œà¬¿à¬• ନିଃସନà­à¬¦à­‡à¬¹ à¬à¬¹à¬¾ ଦà­à­±à¬¾à¬°à¬¾ ଲାଭାନà­à­±à¬¿à¬¤ ହେବେ । ମହାପà­à¬°à¬œà­à¬ž ଜନà­à¬® ଶତାବà­à¬¦à­€à¬° à¬à¬¤à¬¿à¬¹à¬¾à¬¸à¬¿à¬• ଅବସରରେ ପà­à¬°à¬¸à­à¬¤à­à¬¤ 'ଜୈନଦରà­à¬¶à¬¨ ମନନ ଓ ମୀମାଂସା' ତାଙà­à¬• ଦିବà­à­Ÿ ଚେତନା ସହିତ ସଂପରà­à¬•ର ସଶକà­à¬¤ ଆଲମà­à¬¬à¬¨ ସାଜିଲେ ତାଙà­à¬• ପà­à¬°à¬¤à¬¿ ଯଥାରà­à¬¥ ଶà­à¬°à¬¦à­à¬§à¬¾à¬žà­à¬œà¬³à¬¿ ହୋଇପାରନà­à¬¤à¬¾ ।

Medios de comunicación Libros     Paperback Book   (Libro con tapa blanda y lomo encolado)
Publicado 17 de agosto de 2021
ISBN13 9781645602071
Editores BLACK EAGLE BOOKS
Páginas 616
Dimensiones 170 × 244 × 31 mm   ·   966 g
Lengua Oriya  

Mere med samme udgiver